

- ୩୫ ଲକ୍ଷ ଚାଷୀଙ୍କୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ସୁଧ ରିହାତି । ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୪୧. ୮୨ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୪୧୫ କୋଟି ୧୭ ଲକ୍ଷ ଦିଆଯାଇଥିଲା ।
- ଅପରେସନ କାବେରି : ୨୭୮ ଭାରତୀୟଙ୍କୁ ନେଇ ସୁଦାନ ଛାଡ଼ିଲା ଆଇଏନଏସ୍ ସୁମେଦ୍ଧା