

- ରାଜ୍ୟରେ ଦିନକରେ ଆଉ ୪୬୭ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯୫ ରୋଗୀ ଚିହ୍ନଟ, ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୬ ଜଣ, ୪ ହଜାର ୭୪୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ
- ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ସୂଚନା ଆଦିତ୍ୟ ପାଢ଼ୀଙ୍କ ପତିକ୍ରିୟା; ଗତକାଲି ଜିଲ୍ଲାପାଳମାନଙ୍କ ସହ VCରେ ଆଲୋଚନା ହୋଇଥିଲା, ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ, ବ୍ଲକସ୍ତରରେ ଗଣତି ହେବ, ବ୍ଲକରେ ଷ୍ଟ୍ରଙ୍ଗ ରୁମ କରାଯିବ, ତେଣୁ ଅଧିକ ବାଲାଟ ବକ୍ସର ଆବଶ୍ୟକ ପଡିବ