

- ପଞ୍ଚାୟତ ସଂରକ୍ଷଣ ତାଲିକା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ, ପଞ୍ଚାୟତ ସଂରକ୍ଷଣ ଆଧାର ବିହୀନ, ତରବରିଆ ଭାବେ କରାଯାଇଥିବାରୁ ଅନେକ ଜାଗାରେ ତ୍ରୁଟି ରହିଛି, ପ୍ରାୟ ସବୁ ଜିଲ୍ଲାରୁ ଅଭିଯୋଗ ଆସିବ, ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ- ପୃଥ୍ୱୀରାଜ ହରିଚନ୍ଦନ
- ଦେବଗଡ଼ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ, VC ଯୋଗେ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାର ୭୮ ହଜାର ୬୧୫ ଜଣ ହିତାଧିକାରୀ ଲାଭ ପାଇବେ