

- ଶିଶୁଙ୍କ ଟିକାକରଣରେ ଓଡ଼ିଶା ହେଲା ଦେଶର ନମ୍ବର-୧ ରାଜ୍ୟ, ଓଡ଼ିଶାରେ ସର୍ବାଧିକ ୯୦.୫% ଶିଶୁ ସବୁ ଟିକା ନେଇଛନ୍ତି, ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ସୂଚନା
- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ EDରେ ହାଜର, ବେଆଇନ ଅର୍ଥ କାରବାର ନେଇ ପ୍ରବର୍ତ୍ତନ ନିର୍ଦେଶାଳୟରେ ହେବ ଜେରା, ଅଭୟ ପାଠକ ଓ ଆକାଶ ପାଠକଙ୍କ ସହ ଲିଙ୍କ୍ ନେଇ ହେବ ପଚରାଉଚରା, ଗତକାଲି ଅଭୟ ପାଠକଙ୍କୁ ଜେରା କରିଥିଲା ଇଡି