- ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା । ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ନିଯୁକ୍ତି ପାଇବେ ୧୪ ଇନ୍ସପେକ୍ଟର, ୨୮ ସବ୍ଇନ୍ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ | ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ: ମୁଖ୍ୟମନ୍ତ୍ରୀ
- ନିଲମ୍ବିତ ୧୨ ରାଜ୍ୟସଭା ସଦସ୍ୟ ଭୁଲ୍ ପାଇଁ ଦୁଃଖ ପ୍ରକାଶ କରି ସଂସଦକୁ ଆସନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ : ମନ୍ତ୍ରୀ