ଭିଜିଲାନ୍ସ ଜାଲରେ କୋଟପାଡ଼ ADEO ପାର୍ଥ ସାରଥୀ ବିଶୋଇ

ଭିଜିଲାନ୍ସ ଜାଲରେ କୋଟପାଡ଼ ADEO ପାର୍ଥ ସାରଥୀ ବିଶୋଇ | କୋଟପାଡ଼ ADEO ପାର୍ଥ ସାରଥୀ ବିଶୋଇଙ୍କ ଘରେ ଭିଜିଲାନ୍ସ | ଆକାଉଣ୍ଟଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟରଙ୍କ ଘରେ ଭିଜିଲାନ୍ସ ରେଡ୍‌ | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପାର୍ଥସାରଥୀଙ୍କ ଘରେ ଚଢାଉ | ଜୟପୁର ଓ କୋରାପୁଟ ସମେତ ୭ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ | ରେଡରେ ୨ଅତିରିକ୍ତ SP, ୪DSP, ୬ଇନିସ୍ପେକ୍ଟର ଓ ୬ASI ସାମିଲ |

Leave a Reply

Your email address will not be published. Required fields are marked *