

- ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖାଇରଅଣା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର; ଗାଁର ମଦନ ମହାନନ୍ଦିଆ ରାତିରେ ନିଜ ଜମିକୁ ଫସଲ ଜଗିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଜଡାମୁଣ୍ଡା ନାଳ ନିକଟରେ ଭାଲୁ ଆକ୍ରଣର ଶିକାର ହୋଇଛନ୍ତି
- ଏନଏସି ନିଷ୍ପତ୍ତିକୁ ବିରୋଧ କରି କୁଚିଣ୍ଡା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ, ସଂଶୋଧିତ ମାର୍କେଟ କଂପ୍ଲେକ୍ସ ଚୁକ୍ତିନାମାକୁ ବିରୋଧ କରି ୬ ଘଣ୍ଟିଆ ବନ୍ଦ ଡାକରା,ସଂଶୋଧନ ନାଁରେ ଦୋକାନ ଗୃହର ଦର ବୃଦ୍ଧି କରାଯିବା ଅଭିଯୋଗ