ଟଙ୍କା ଜବତ; ରେକର୍ଡ କଲେ ସନ୍ତୋଷ

ମୟୂରଭଞ୍ଜ ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢ଼ାଉରେ ଜବତ ୪୧.୭୭ ଲକ୍ଷ ଟଙ୍କା ଗତ ୫ ମାସରେ ସର୍ବାଧିକ ଜବତ ଟଙ୍କା ବୋଲି ଭିଜିଲାନ୍ସର ସୂଚନା, ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଉପପ୍ରବନ୍ଧକ ପ୍ରତାପ ସାମଲଙ୍କଠାରୁ ଜବତ ହୋଇଥିଲା ୩୮.୧୩ ଲକ୍ଷ ନଗଦ ଟଙ୍କା, ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କଠାରୁ ଜବତ ହୋଇଥିଲା ୧୬.୫ ଲକ୍ଷ ଟଙ୍କା, ଆଶୁତୋଷ ମିଶ୍ରଙ୍କଠୁ ଭିଜିଲାନ୍ସ ଜବତ କରିଥିଲା ୧୫.୬ ଲକ୍ଷ ଟଙ୍କା, ଭବାନୀପାଟଣାରେ ସ୍ବତନ୍ତ୍ର ସରକାରୀ ଓକିଲ ଥିଲେ ଆଶୁତୋଷ

Leave a Reply

Your email address will not be published. Required fields are marked *