କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା

ଅଭିଯୁକ୍ତ ପୁରୁଷ ବନ୍ଧୁର ହେବ ଭଏସ ସ୍ପେକ୍ଟୋଗ୍ରାଫି ଟେଷ୍ଟ | ରାଜ୍ୟ ଫରେନସିକରେ ହେବ ଅଭିଯୁକ୍ତର ଟେଷ୍ଟ | ଯୁବତୀଙ୍କୁ ଗାଳି ଦେଇଥିବା ଭଏସ ସହ ମ୍ୟାଚ କରାଯିବ | ଛାତ୍ରୀଙ୍କ ମୃତ୍ୟୁ ପରେ ଭାଇରଲ ହୋଇଥଲା ଏକ ଅଡିଓ |

Leave a Reply

Your email address will not be published. Required fields are marked *