- ବାତ୍ୟା ‘ଜୱାଦ’ ପାଇଁ ବିପଦ ସଙ୍କୁଳ ଅଞ୍ଚଳରେ ଥିବା ୧୮୯ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ | ଗଞ୍ଜାମ ଜିଲ୍ଲାରେ ୧୮୯ ଗର୍ଭବତୀଙ୍କୁ ମେଡିକାଲରେ ଭର୍ତ୍ତି କଲା ପ୍ରଶାସନ | ସେମାନଙ୍କ ମଧ୍ୟରୁ ୧୭ ମହିଳା ସୁରକ୍ଷିତ ପ୍ରସବ କରିଥିବା ଟ୍ବିଟ୍ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ
- ବିଧାନସଭା ଶୀତ ଅଧିବେଶନ ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା ଗୃହ ଅପରାହ୍ନ ୪ ଟା ଯାଏ ମୁଲତବି ଗୃହରେ ଘଣ୍ଟ ବାଡେଇ ଗଙ୍ଗା ପାଣି ଛିଞ୍ଚି ପ୍ରତିବାଦ କଲେ କଂଗ୍ରେସ ସଦସ୍ୟ । ହଟ୍ଟଗୋଳ ପାଇଁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଲେ ବାଚସ୍ପତି |