

- ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଅଭିନନ୍ଦନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିଲେ ଅଭିନନ୍ଦନ, ୨୦୧୯ ଫେବ୍ରୁଆରି ୨୭ର ଏହି ଘଟଣା ବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ
- କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ନବୀନ, ୩୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ବି କରିବେ, ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ମୁତୟନ