

- ବାଣ ବ୍ୟବାହର ଓ ବିକ୍ରି ନେଇ ଗାଇଡ୍ଲାଇନ ଜାରି କଲେ SRC: କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାର ପାଇଁ ଅନୁମତି, ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟା ଅନୁମତି
- ଆଜିଠୁ ଆରମ୍ଭ ହେବ “ଘର ଘର ଦସ୍ତକ” ଟିକାକରଣ କାର୍ଯ୍ୟକ୍ରମ, ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ହେବ ତାଲିକା ପ୍ରସ୍ତୁତ, ଟିକା ନେଇନଥିବା ବ୍ୟକ୍ତିଙ୍କୁ ଏମାସ ଶେଷ ସୁଦ୍ଧା ଟିକା ଦେବା ପାଇଁ ପ୍ରୟାସ