

- ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସକୁ ବଡ଼ ସଫଳତା, ଯାତ୍ରୀବାହୀ ବସରୁ ୪୮ କେଜି ଗଞ୍ଜେଇ ଜବତ, ୩ ଗିରଫ, ବାରିପଦାରୁ କୋଲକତା ଯାଉଥିଲା ବସ, ଗତକାଲି ବିଳମ୍ବିତ ରାତିରେ ବସ ଉପରେ ଚଢ଼ାଉ କରିଥିଲା ପୋଲିସ
- କଳିଙ୍ଗ ଷ୍ଟାଡିୟମରେ ଜୁନିୟର ବିଶ୍ବକପ୍ ହକି ୨୦୨୧ : ଉଦଘଟନୀ ମ୍ୟାଚ୍ରେ ବେଲଜିୟମର ଦମଦାର ବିଜୟ | ବେଲଜିୟମ ଠାରୁ ଦକ୍ଷିଣ ଆଫ୍ରିକା ୫-୧ଗୋଲରେ ପରାସ୍ତ | ସନ୍ଧ୍ୟା ସାଢ଼େ ୭ରେ ଭାରତ-ଫ୍ରାନ୍ସ ମୁକାବିଲା