ଆଜିଠୁ ଦିଲ୍ଲୀରେ ‘ରେଖା’ ସରକାର

ଆଜିଠୁ ଦିଲ୍ଲୀରେ ‘ରେଖା’ ସରକାର | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା | ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପରବେଶ ବର୍ମା | ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଶପଥ ସମାରୋହ |ଦିଲ୍ଲୀର ଶାଲିମାର ବାଗ ଆସନରୁ ଜିତିଛନ୍ତି ରେଖା ଗୁପ୍ତା | ଦିଲ୍ଲୀର ନବମ CM ଓ ଚତୁର୍ଥ ମହିଳା CM ହେବେ ରେଖା |

Leave a Reply

Your email address will not be published. Required fields are marked *