

- ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ | ନୂଆ ସଂସଦର ପ୍ରଥମ ଅଧିବେଶନରେ ବିଲ୍ ଉପସ୍ଥାପନ | ମହିଳା ସଂରକ୍ଷଣ ବିଲ୍ ହେବ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ | ବିଲ୍ ସର୍ବସମ୍ମତ ଭାବେ ପାରିତ କରିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ |
- ଅକ୍ଟୋବର ୧୩ ତାରିଖରେ ମାତ୍ର ୯୯ ଟଙ୍କାରେ ସମସ୍ତ ଚଳଚ୍ଚିତ୍ର ଦେଖି ପାରିବେ ଦର୍ଶକ