Fast News ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା ପାଇନଥିବା ମହିଳାଙ୍କ ପାଇଁ ବଡ଼ ଖବର; ଏକାଥରେ ମିଳିବ ୨ଟି କିସ୍ତି ଟଙ୍କା.. February 8, 2025February 8, 2025 Sai Sudha 0 Comments ମାର୍ଚ୍ଚ ୮, ମହିଳା ଦିବସ ଅବସରରେ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନେ ଏକାଥରେ ୨ଟି କିସ୍ତି ଅର୍ଥ ପାଇବେ ।