Fast News ଆବାସ ଯୋଜନା ପାଇଁ କୋହଳ ହେଲା ମାପଦଣ୍ଡ |ମାସିକ ଆୟ ୧୫ ହଜାରରୁ କମ୍ ଥିଲେ ବି ମିଳିବ ଘର | ପୂର୍ବରୁ ୧୦ ହଜାରରୁ କମ୍ ଆୟ ଥିଲେ ମିଳୁଥିଲା ଘର |୨ ଚକିଆ ଯାନ ଓ ଫ୍ରିଜ୍ ଥିବେ ବି କରିପାରିବେ ଆବେଦନ |ଦିବ୍ୟାଙ୍ଗ ଓ ଭିନ୍ନେ ହୋଇଥିବା ପୁଅଙ୍କୁ ମିଳିବ ଘର |ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା, PMabas Yojana | January 20, 2025January 20, 2025 Sai Sudha Das 0 Comments