ଭାଙ୍ଗିଲା ନୟାଗଡ଼ ସମବାୟ ବ୍ୟାଙ୍କର ବୋର୍ଡ

ଭାଙ୍ଗିଲା ବିଜେଡି ସମର୍ଥିତ ମ୍ୟାନେଜମେଣ୍ଟ ବୋର୍ଡ | କୋଟି କୋଟି ଟଙ୍କାର ଋଣ ହେରଫେର ଅଭିଯୋଗ | ହେରଫେର ଅଭିଯୋଗର ତଦନ୍ତ ପାଇଁ ଭାଙ୍ଗିଲା ବୋର୍ଡ | ବ୍ୟାଙ୍କ ପରିଚାଳନା ଦାୟିତ୍ଵରେ ରହିବେ ନୟାଗଡ଼ ଜିଲ୍ଲାପାଳ | ବୋର୍ଡ ସଭାପତି ଥିଲେ BJD ସମର୍ଥିତ ପ୍ରାର୍ଥୀ ରବୀନ୍ଦ୍ର ସାହୁ |

Leave a Reply

Your email address will not be published. Required fields are marked *