

- ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମର ପ୍ରସ୍ତୁତି | ସହରର ପ୍ରତ୍ୟେକ ଓ୍ବାର୍ଡରେ ଗଠନ ହେଲା ଓ୍ବାର୍ଡସ୍ତରୀୟ କମିଟି | ତଳିଆ ଅଞ୍ଚଳର ଲୋକଙ୍କ ସ୍ଥାନାନ୍ତର ପାଇଁ ୨୧ ଆଶ୍ରୟସ୍ଥଳୀ ଚିହ୍ନଟ | ବର୍ଷାଜଳ ନିଷ୍କାସନ ପାଇଁ ୯ଟି ଜରୁରୀକାଳୀନ ସଫେଇ ୟୁନିଟ ଗଠିତ | ସହାୟତା ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର- 7326837329
- କାଲି ଗଞ୍ଜାମରେ ସ୍କୁଲ ଛୁଟି | ବାତ୍ୟା ଜୱାଦ ଦୃଷ୍ଟିରୁ ଡିସେମ୍ବର ୪ରେ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ । ଛୁଟି ସତ୍ତ୍ବେ ସ୍କୁଲକୁ ଆସିବେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ। ପ୍ରଶାସନର ନିର୍ଦେଶ ମୁତାବକ କାର୍ଯ୍ୟ କରିବାକୁ ପ୍ରସ୍ତୁତ ରହିବେ କର୍ମଚାରୀ