

- ଓଡ଼ିଶାରୁ ଚାଲାଣ ହୋଇଥିବା ଗଞ୍ଜେଇ ବିହାରରେ ଜବତ, ପାଟନାରେ ୩୧୨ କେଜି ଗଞ୍ଜେଇ ଜବତ କଲା NCB, ୨ ଗିରଫ, ବଖତିୟାରପୁର-ବିହାର ଶରିଫ ଅଞ୍ଚଳରେ ଏକ ଟ୍ରକରୁ ଗଞ୍ଜେଇ ଜବତ, ରାୟଗଡ଼ାର ଗୁଣପୁର ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥିବା ସୂଚନା, ତଦନ୍ତ ଜାରି ଥିବା NCB ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା
- ପଞ୍ଜାବର ପଠାନକୋଟ ସେନା ଶିବିର ନିକଟରେ ଗ୍ରେନେଡ ବିସ୍ଫୋରଣ, ସେନା ଶିବିରର ତ୍ରିବେଣୀ ଗେଟ୍ ନିକଟରେ ହୋଇଛି ବିସ୍ଫୋରଣ, CCTV ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଜାରି