

- ଗଜପତି: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଡ଼ବା ଥାନା ବିରିକୋଟ ନିକଟରେ ଦୁର୍ଘଟଣା, ଜଣେ ASI, ଜଣେ ହାବିଲଦାର ଏବଂ ୪ ଜଣ କନେଷ୍ଟବଳ ଆହତ, ଭୁବନେଶ୍ବରରୁ ରାୟଗଡ଼ା ଯାଉଥିଲେ ମନ୍ତ୍ରୀ
- ଅନୁଗୋଳ: ବଇଣ୍ଡାର ଜାମୁନାଳି ନିକଟରେ ଟ୍ରେନ୍ ଧକ୍କାରେ ୨ ଜଣ ମୃତ; ମୃତକ ୨ ଜଣ ସଂପର୍କରେ ଖୁଡ଼ୀ, ପୁତୁରା ହୋଇଥିବା ସୂଚନା, ଟ୍ରେନ୍ ଲାଇନ୍ କଡ଼ରେ ଚାଲିଚାଲି ଆସୁଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ