

- କାଲି ଭାରତୀୟ ମହାକାଶ ସଂଗଠନ-ISAର ଉଦ୍ଘାଟନ କାର୍ଯ୍ୟକ୍ରମ, ଦିନ ୧୧ଟାରେ ସଂଗଠନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଅଗ୍ରଣୀ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନା କରିବେ ମୋଦି
- ରୁଷିଆର ମେଞ୍ଜେଲିନ୍ସ୍କ ଅଞ୍ଚଳରେ ବିମାନ ଦୁର୍ଘଟଣାଗ୍ରସ୍ତ । ୧୬ ଜଣଙ୍କ ମୃତ୍ୟୁ, ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା । ୨୩ ଜଣ ପାରାଚୁଟ ଅବରୋହଣକାରୀଙ୍କୁ ନେଇ ଯାଉଥିଲା ବିମାନ ।