

- IFS ଅଫିସର ପ୍ରଦୀପ ରାୱତ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ, ଏବେ ନେଦରଲ୍ୟାଣ୍ଡସରେ ଭାରତୀୟ ରାଷ୍ଟ୍ରଦୂତ ଅଛନ୍ତି ପ୍ରଦୀପ, ପ୍ରଦୀପ ୧୯୯୦ ବ୍ୟାଚ୍ର ଭାରତୀୟ ବୈଦେଶିକ ସେବା ଅଧିକାରୀ, ବୈଦେଶିକ ମନ୍ତ୍ରାଳୟର ପୂର୍ବ ଏସୀୟ ଡିଭିଜନରେ କାମ କରିଛନ୍ତି ପ୍ରଦୀପ
- ଭୁବନେଶ୍ବରରେ KBN ଗ୍ରୁପ୍ର ରାତିଅଧିଆ ଆତଙ୍କରାଜ ଘଟଣା, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ପ୍ରେସ୍ମିଟ, ୨ ଦିନିଆ ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କଠାରୁ ୨ଟି ଖେଳଣା ବନ୍ଧୁକ ଜବତ, ପତିଆରା ଜାହିର ପାଇଁ ଭିଡିଓ ଭାଇରାଲ କରାଯାଇଥିଲା: ଡିସିପି, ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଆଉ ଥରେ ରିମାଣ୍ଡରେ ଅଣାଯିବ: ଡିସିପି