

- ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSAP ସିପାହୀ ସହଦେଵ ପରିଡ଼ାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ୨ ଲକ୍ଷ ୯୪ ହରାଜ ୬୦୦ ନଗଦ ଟଙ୍କା ଜବତ। ୪ଟି ଫ୍ଲାଟ, ୪ଟା ଦୁଇଚକିଆ ଯାନ, କିଛି ସୁନା ଓ ରୁପା ଠାବ। ୧୭ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଭିଜିଲାନ୍ସ । କଟକ ଓ ପୁରୀର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ ଜାରି
- ରାଜ୍ୟରେ ଦିନକରେ ଆଉ ୧୫୧ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ |ସଂଗରୋଧରୁ ୮୯ ଓ ସ୍ଥାନୀୟ ଅଞ୍ଚଳରୁ ୬୨ ରୋଗୀ ଚିହ୍ନଟ। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୨ ଜଣ। ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୦ ହଜାର ୫୦୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୦ ଲକ୍ଷ ୩୯ ହଜାର ୯୨୧ ରୋଗୀ। ଏବେ ବି ଚିକିତ୍ସାଧୀନ ୨୧୦୭ ଜଣ |