

- ରାଜଧାନୀରେ KBN ଗ୍ରୁପର ଭିଡିଓ ଭାଇରଲ ଘଟଣା SDJM କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା
- ପୋଲିସ ହାଉସିଂ ୱେଲଫେୟାର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ ରଖିଲା ଭିଜିଲାନ୍ସ | ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପଙ୍କ ଘରେ ଚଢ଼ାଉ କରିଥିଲେ ଭିଜିଲାନ୍ସ | 22 ଟି ପ୍ଲଟ ଓ 4 ଟି କୋଠାର ସଠିକ ତଥ୍ୟ ଦେଇ ନ ପାରିବାରୁ ପ୍ରତାପଙ୍କୁ ଅଟକ ରଖିଛି ଭିଜିଲାନ୍ସ