ରାଜଧାନୀରେ KBN ଗ୍ରୁପର ଭିଡିଓ ଭାଇରଲ ଘଟଣା SDJM କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା

ରାଜଧାନୀରେ KBN ଗ୍ରୁପର ଭିଡିଓ ଭାଇରଲ ଘଟଣା SDJM କୋର୍ଟରେ ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ ଚେଙ୍ଗ ଏବଂ ସନିଆ ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା ଜାମିନ ଖାରଜ ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଉଭୟ, ଏହି ଘଟଣାରେ ପୂର୍ବରୁ ୭ଜଣ ଗିରଫ ହୋଇଥିଲେ

Leave a Reply

Your email address will not be published. Required fields are marked *