ଆରଡ଼ି ପୀଠ ପାଇଁ ୧୦ କୋଟି ଘୋଷଣା

ଆରଡ଼ି ପୀଠ ପାଇଁ ୧୦ କୋଟି ଘୋଷଣା |ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା | ଭଦ୍ରକ ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ | ମନ୍ଦିରର ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା |ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା |

Leave a Reply

Your email address will not be published. Required fields are marked *