ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ; ୪୭ ଆହତ, NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବସ୍, ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ବସ୍‌ଟି କେରଳ ଯାଉଥିବା ସୂଚନା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ; ୪୭ ଆହତ, NH-୫ ରଣସରନ୍ ନିକଟରେ ଟ୍ରକ୍‌କୁ ଧକ୍କା ଦେଲା ବସ୍, ଓଡ଼ିଶାରୁ ଦାଦନ ଶ୍ରମିକ ନେଇ ବସ୍‌ଟି କେରଳ ଯାଉଥିବା ସୂଚନା | ଆହତ ଶ୍ରମିକମାନେ ଶ୍ରୀକାକୁଲମ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ରାୟଗଡାରୁ ତାମିଲନାଡୁକୁ ଦାଦନ ଖଟିବାକୁ ଯାଉଥିଲେ ସମସ୍ତେ । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା

Leave a Reply

Your email address will not be published. Required fields are marked *