କୁଳପତିଙ୍କଠାରୁ ୧୪ ଲକ୍ଷ ଠକେଇ | ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ସାଇବର ଠକେଇର ଶିକାର | ପ୍ରଫେସର ଗୀତାଞ୍ଜଳି ଦାସଙ୍କଠାରୁ ୧୪ ଲକ୍ଷ ଟଙ୍କା ଲୁଟ | ଡିଜିଟାଲ ଆରେଷ୍ଟ ନାଁରେ ଫସାଇଥିଲେ ସାଇବର ଠକ | ସୁପ୍ରିମକୋର୍ଟର ଏକ ମାମଲାରେ ସଂପୃକ୍ତି ଥିବା ଦର୍ଶାଇଥିଲେ | ନିଜକୁ ED ଅଫିସର କହିଥିଲେ ସାଇବର ଠକ |