

- ବିଜେଡିରେ ଯୋଗ ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପ୍ରଦୀପଙ୍କ ସହିତ ତାଙ୍କର ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ଆସି ମିଶ୍ରଣ ପର୍ବରେ ଯୋଗଦେଇଥିବା ଜଣାପଡ଼ିଛି।
- ରାଜ୍ୟ ମନରେଗା ଟଙ୍କା ମାଗିବା ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କ ପ୍ରେସମିଟ୍ କହିଲେ- ଟଙ୍କା ମାଗିବା ପୂର୍ବରୁ ଅଡିଟ ଓ ୟୁସି ରିପୋର୍ଟ ଦିଅ, ମନରେଗା ନିୟମ ଅନୁସାରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ଅଡିଟ, ୟୁସି ଦେବ, ଅଡିଟ, ୟୁସି ରିପୋର୍ଟ ମିଳିଲେ କେନ୍ଦ୍ର ପାଣ୍ଠି ରିଲିଜ୍ କରିବ