

- ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସନ୍ନ୍ୟାସ ଘୋଷଣା । ୨୦୨୨ ଅନ୍ତର୍ଜାତୀୟ ଟେନିସ୍ ଜୀବନର ଶେଷ ସିଜନ ହେବ କହିଲେ ୩୫ ବର୍ଷୀୟ ସାନିଆ |ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସ ପ୍ରଥମ ରାଉଣ୍ଡରେ ହାରିବା ପରେ ସାନିଆଙ୍କ ସନ୍ନ୍ୟାସ ଘୋଷଣା ।
- ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ ଦର୍ଲିବନ୍ଧରେ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ୨ ଯାଁଳା ଭାଇ ମୃତ, ମୃତକ ଦ୍ୱୟ ମହାଲିଙ୍ଗର ରୋହିତ ସାହୁଙ୍କର ପୁଅ ଥିଲେ, ଉଭୟଙ୍କୁ ୬ ବର୍ଷ ହୋଇଥିଲା