

- ପାଟକୁରା ଗୋଷ୍ଠୀ ସଂଘର୍ଷ ଘଟଣାରେ ୪ ଜଣ ଅଟକ, ସଂଘର୍ଷରେ ଗୁରୁତର ୩ ଜଣ କଟକ SCBରେ ଭର୍ତ୍ତି, ସଂଘର୍ଷରେ ସଂପୃକ୍ତ ଆଉ କିଛି ଲୋକଙ୍କୁ ଖୋଜା ଚାଲିଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସ୍ପି
- ମନରେଗା ଟଙ୍କା ବଣ୍ଟନକୁ ନେଇ ଗାଙ୍ଗପୁର ଥାନା ପଣିବନ୍ଧ ଗାଁରେ ସାମାନ୍ୟ ବଚସାରୁ ବୋମାମାଡ଼; ଜଣେ ଗୁରୁତର ଅବସ୍ଥାରେ MKCGକୁ ସ୍ଥାନାନ୍ତର, ଆଉ ଜଣେ ସାମାନ୍ୟ ଆହତ ହୋଇ ଧରାକୋଟରେ ଚିକିତ୍ସାଧୀନ ଅଛନ୍ତି