ପ୍ରସନ୍ନଙ୍କ ଘରେ ୧୯ ଘଣ୍ଟାର ରେଡ୍

ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ଘରେ ୧୯ ଘଣ୍ଟାର ଚଢ଼ାଉ । ରାତି 12ଟା ପର୍ଯ୍ୟନ୍ତ ଚଢ଼ାଉ କରିଥିଲା ଭିଜିଲାନ୍ସ । ଆଜି ଡିଏ କେସରେ ମାମଲା ରୁଜୁ କରିବ ଭିଜିଲାନ୍ସ । ମାମଲା ରୁଜୁ ପରେ ରିମାଣ୍ଡ ଆବେଦନ କରିବ ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *