ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା । ୧୫ ତାରିଖରେ କ୍ୟାବିନେଟ୍ରେ ପାରିତ ହୋଇଥିଲା ୯ଟି ପ୍ରସ୍ତାବ । ପୁଣି ସପ୍ତାହେ ବ୍ୟବଧାନରେ ଡକାଯାଇଛି କ୍ୟାବିନେଟ୍ ।
ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା । ୧୫ ତାରିଖରେ କ୍ୟାବିନେଟ୍ରେ ପାରିତ ହୋଇଥିଲା ୯ଟି
Read more