ପ୍ରେରଣା ସମ୍ମାନରେ ସମ୍ମାନିତ ହେଲେ ମାଟ୍ରିକ୍ ପରୀକ୍ଷାରେ ସଫଳ ଦିବ୍ୟାଙ୍ଗ

ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାରେ ଦିବ୍ୟାଙ୍ଗ ପିଲାମାନଙ୍କର ସଫଳତାକୁ ପାଳନ କରିବା ପାଇଁ ଆଜି ରାଜଧାନୀର ଭଞ୍ଜକଳା ମଣ୍ଡପରେ ଅଷ୍ଟମ ପ୍ରେରଣା ସମାରୋହ ଅନୁଷ୍ଠିତ ହୋଇଥିଲା |

Read more