ବେଦାନ୍ତ ବିଶ୍ୱବିଦ୍ୟାଳୟର ୧୦ ହଜାର ଏକର ଜମି ଅଧିଗ୍ରହଣ ବେଆଇନ : ସରକାରଙ୍କୁ ଭର୍ତ୍ସନା ସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କଲେ ସୁପ୍ରିମ୍କୋର୍ଟ
ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର
Read more