ଉତ୍ତରପ୍ରଦେଶର ହରଦୋଇ ମଲ୍ଲାମ୍ବା ଥାନା ଅଞ୍ଚଳରେ ଅଭାବନୀୟ ଦୁର୍ଘଟଣା ; ଶୋଇଥିବା ବେଳେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌, ୮ ଜଣଙ୍କ ମୃତ୍ୟୁ

କୁଡ଼ିଆ ଘରେ ଶୋଇଥିବା ବେଳେ ହଠାତ୍‌ ମାଡି ଆସିଲା ମୃତ୍ୟୁ। ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଘର ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌।

Read more