ଗାଜାର ଏକ ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ ; ୨୭ ଜଣଙ୍କ ମୃତ୍ୟୁ

ଗାଜାର ଏକ ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହମାସ ସଂଗଠନର ସଦସ୍ୟ ହୋଇଥିବା ଦାବି

Read more