ପ୍ରାଚୀତଟ ବିଶ୍ବାମିତ୍ର ମଠରୁ ଆଜି ମହାପ୍ରଭୁଙ୍କ ପାଇଁ ଆସିଲା ଅଣସର ଫଳ ଭାର

ଚାରିଛକ: ପ୍ରାଚୀତଟ ବିଶ୍ବାମିତ୍ର ମଠରୁ ଆଜି ଶ୍ରୀକ୍ଷେତ୍ରକୁ ଫଳଭାର ପଠାଯାଇଛି । ସ୍ନାନପୂର୍ଣ୍ଣିମା ପରଠାରୁ ଶ୍ରୀଜିଉମାନେ ଜ୍ବରରେ ପୀଡ଼ିତ ହୋଇ ଶ୍ରୀମନ୍ଦିର ଅଣସର ପିଣ୍ତିରେ ଉପଚାରରେ ଅଛନ୍ତି

Read more