କଂଗ୍ରେସରେ ଯୋଗ ଦେଲେ ଆପ୍‌ ବିଧାୟକ ରାଜେନ୍ଦ୍ର ପାଲ ଗୌତମ

ଦିଲ୍ଲୀରେ କ୍ଷମତାସୀନ ଆପ୍‌କୁ ଝଟକା ଲାଗିଛି। ଆଜି ଦଳର ବରିଷ୍ଠ ନେତା ତଥା ବିଧାୟକ ରାଜେନ୍ଦ୍ର ପାଲ ଗୌତମ କଂଗ୍ରେସରେ ସାମିଲ ହୋଇଛନ୍ତି। ଗୌତମ ଦିଲ୍ଲୀ ସରକାରେ

Read more