ବିଜେଡି ମନରେ ପାପ ଅଛି: ମନ୍ତ୍ରୀ

ବିଜେଡି ମନରେ ପାପ ଅଛି: ମନ୍ତ୍ରୀ | ବିଜୁ ଜୟନ୍ତୀରେ ଛୁଟି ବାତିଲ ପ୍ରସଙ୍ଗ | ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କ ପ୍ରତିକ୍ରିୟା | ଆମେ ଆମ ମହାପୁରୁଷଙ୍କୁ ସମ୍ମାନ ଦେଉ: ରବି ନାୟକ | ଏ ସରକାର ଥିବା ପର୍ଯ୍ୟନ୍ତ ଆମେ ଅବହେଳା କରିବୁ ନାହିଁ | ବିଜୁ ବାବୁ ଓଡ଼ିଶାର ନୁହେଁ ବରଂ ବିଶ୍ବର ବରପୁତ୍ର |

Leave a Reply

Your email address will not be published. Required fields are marked *