୯ ବର୍ଷ ପରେ ଆଜି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ପ୍ରଥମ ପାକିସ୍ତାନ ଗସ୍ତ

ପାକିସ୍ତାନ ଯିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ପାକିସ୍ତାନରେ ଶାଙ୍ଘାଇ ସହଯୋଗ ସଂଗଠନ ବା ଏସ୍‌ସିଓ ସମ୍ମିଳନୀ ହେବାକୁ ଯାଉଛି। ଏହି ଶିଖର ସମ୍ମିଳନୀରେ

Read more