

- ବ୍ରହ୍ମଗିରିରେ ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ହତ୍ୟା ମାମଲାରେ ଆଜି ଅଶୋକ ଉପାଧ୍ୟାୟର ମିଛଧରା ପରୀକ୍ଷା କରାଇଲା ପୋଲିସ। ଅଭିଯୁକ୍ତ ଜଗାର ଫୋନ୍ କଲ୍ ବିବରଣୀ ଯାଞ୍ଚ ପରେ ପଦାକୁ ଆସିଲା ଅଶୋକର ସଂପୃକ୍ତି । ପୂର୍ବରୁ ଜଣେ ମହିଳା ଏହି ମାମଲାରେ ଛନ୍ଦି ହୋଇଥିଲେ |
- ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ୨ ମୃତ, କିଛି ଲୋକ ଆହତ ହୋଇଥିବା ସୂଚନା। କୋର୍ଟ ସୌଧର ତୃତୀୟ ମହଲାରେ ହୋଇଛି ବିସ୍ଫୋରଣ।