

- ଜୁନିଅର ପୁରୁଷ ହକି ବିଶ୍ବକପ୍ ; ବେଲ୍ଜିୟମକୁ ହରାଇ ସେମିଫାଇନାଲରେ ଭାରତ
- ଦେଶରେ ଦିନକରେ ୯ ହଜାର ୭୬୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ୪୭୭ ମୃତ । ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହେଲେ ୮, ୫୪୮ ଆକ୍ରାନ୍ତ । ୯୯ ହଜାର ୭୬୩ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।