

- ରାଜ୍ୟରେ ୫ ବର୍ଷରେ ୮୦୨ ବନ୍ୟପ୍ରାଣୀଙ୍କୁ ଶିକାର କରାଯାଇଛି । ୧୦ କଲରା ପତରିଆ ବାଘ, ୧୨ଟି ଭାଲୁ, ୩୩୪ ବାର୍ହାଙ୍କୁ ଶିକାର ଅଭିଯୋଗ, ଗିରଫ ହୋଇଛନ୍ତି ୩,୨୪୮ ଜଣ ଶିକାରୀ । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଉତ୍ତର ।
- ଖୋର୍ଦ୍ଧା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କୁ ଗିରଫ କଲା ଭିଜିଲାନ୍ସ, ଦଶ ଲକ୍ଷର ବିଲ୍ ପାସ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ