8th Pay Commission: କର୍ମଚାରୀଙ୍କ ଦରମାରେ ୧୮୬% ବଢ଼ିବ! କେତେ ମିଳିବ ଲାଭ…

8th Pay Commission Approval: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିକଟରେ କହିଥିଲେ ଯେ ସରକାର ଅଷ୍ଟମ ବେତନ ଆୟୋଗ ଗଠନକୁ ଅନୁମୋଦନ କରିଛନ୍ତି। ଯାହା ଦ୍ବାରା ଠିକ୍ ସମୟରେ ସୁପାରିଶ କରାଯାଇପାରିବ ଏବଂ ସେଗୁଡିକ ୨୦୨୬ରୁ କାର୍ଯ୍ୟକାରୀ ହୋଇପାରିବ।

Leave a Reply

Your email address will not be published. Required fields are marked *