

- ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ; ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା, ଫୁଲବାଣୀ ସର୍କିଟ ହାଉସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା, ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି, ମନ୍ତ୍ରୀଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟିଂ କରାଯିବ
- ସ୍କୁଲ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ କରି ଯୁବକ ଗିରଫ, ଗୁଜୁରାଟରୁ ଗିରଫ କଲା କଟକ ସିଡ଼ିଏ ଫେଜ2 ଥାନା ପୋଲିସ, ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ କହି ବ୍ଲାକ୍ମେଲ କରୁଥିବା ଅଭିଯୋଗ