- SCBରେ ରୋଗୀ ମୃତ୍ୟୁ ପରେ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ,ସହର ଉପକଣ୍ଠ ପୋଡାଅସ୍ତିଆରେ ରାସ୍ତାରୋକ ଯୋଗୁଁ ଗମନାଗମନ ଠପ୍, ଗତ ୩ରେ ପିଆରଏମ୍ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତ କଂକ୍ରିଟ ଖସିପଡ଼ିଥିଲା, ଗୁରୁତର ରୋଗୀଙ୍କ କାଲି SCBରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି
- ପାଟଣାଗଡ଼ ବିକ୍ରି ପାଇଁ ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ, ମହାରପଦର-ବନମାଳ ରାସ୍ତାକଡ଼ ପଡ଼ିଆରେ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ କର୍ମଚାରୀ