ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ | ସୁପ୍ରିମ୍‌ କୋର୍ଟରେ ଆଜି ଦିଲ୍ଲୀ ଲକ୍‌ଡାଉନର ପ୍ରସ୍ତାବ ଉପରେ ହେବ ଶୁଣାଣି

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ | ସୁପ୍ରିମ୍‌ କୋର୍ଟରେ ଆଜି ଦିଲ୍ଲୀ ଲକ୍‌ଡାଉନର ପ୍ରସ୍ତାବ ଉପରେ ହେବ ଶୁଣାଣି | ପ୍ରଦୂଷଣ ରୋକିବାକୁ ନେଇଥିବା ପଦକ୍ଷେପ ଓ ପଦ୍ଧତି ଜଣାଇବେ ସରକାର | ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ ପ୍ରସ୍ତାବ ମଧ୍ୟ ଉଠିପାରେ

Leave a Reply

Your email address will not be published. Required fields are marked *