

- NEET-ପିଜି କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ, କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, OBC ଓ EWS ପାଇଁ ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ କଲେ, ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତ୍ତି ନେଇଥିଲେ
- ଭୁବନେଶ୍ବରରେ କନ୍ସଲଟାନ୍ସି ସେଣ୍ଟରେ ସେକ୍ସ ରାକେଟ ଠାବ, ମଞ୍ଚେଶ୍ବର ଥାନା ସତ୍ୟବିହାର ଅଞ୍ଚଳରେ କମିସନରେଟ ପୋଲିସର ଚଢ଼ାଉ, ୩ ଯୁବତୀଙ୍କୁ ଧରିଲା ପୋଲିସ, ସେଣ୍ଟର ମାଲିକ ଗିରଫ